କରୋନାଭାଇରସ୍‌ରୁ ବର୍ତ୍ତିବା ପାଇଁ ସହଜ ଉପାୟ ଜଣାଇଲେ ଡାକ୍ତର

ନୂଆଦିଲ୍ଲୀ: କେରଳ ରାଜ୍ୟରେ ଆଉ ପାଞ୍ଚଜଣ ବ୍ୟକ୍ତିଙ୍କ ଦେହରେ କରୋନାଭାଇରସ୍‌ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ରବିବାର ଦିନ କହିଛନ୍ତି। ଏହାକୁ ମିଶାଇ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କରୋନାଭାଇରସ୍‌ର ଦ୍ରୁତଗତିରେ ସଂକ୍ରମଣକୁ ଦେଖି ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏହି କ୍ରମରେ ଡାକ୍ତର କରୋନାଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ ଆଦି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ଏଭଳି … Continue reading କରୋନାଭାଇରସ୍‌ରୁ ବର୍ତ୍ତିବା ପାଇଁ ସହଜ ଉପାୟ ଜଣାଇଲେ ଡାକ୍ତର